ପୋଷଣ କ’ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
Facebook Twitter Email WhatsApp ଆହାରରେ ଥିବା ପୋଷୋକ ତତ୍ୱ ଏବଂ ଶରୀର ଉପରେ ଏହାର ପ୍ରଭାବର ଅଧ୍ୟୟନକୁ ପୋଷଣ କୁହାଯାଏ | ଯେଉଁମାନେ ଏହି ଅଧ୍ୟୟନ କରିଥାନ୍ତି ସେମାନଙ୍କୁ ପୁଷ୍ଟି ବିଶେଷଜ୍ଞ (Nutritionist) କୁହାଯାଇଥାଏ | ପୁଷ୍ଟି ବିଶେଷଜ୍ଞମାନେ ଜୈବ ବିଜ୍ଞାନ, ବାୟୋକେମିଷ୍ଟ୍ରି ଏବଂ ଜେନେଟିକ୍ସକୁ ବ୍ୟବହାର କରି ପୋଷକ ତତ୍ତ୍ୱ କିପରି ଆମ ଶରୀର ଉପରେ ପ୍ରଭାବ ପକାଇଥାଏ ତାହା ଜାଣିଥାନ୍ତି | ପୁଷ୍ଟି ବିଶେଷଜ୍ଞ ଏହା ମଧ୍ୟ ଜଣାଇଥାନ୍ତି ଯେ ଆମେ କିପରି […]
ପୋଷଣ କ’ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? Read More »