7

ନିଜ ଚର୍ମ କୁ ବାର୍ଦ୍ଧକ୍ୟ ଠାରୁ ଦୁରେଇ ରଖିବା ପାଇଁ ପ୍ରତ୍ୟେକ ଦିନ କରନ୍ତୁ ଏହି 7  ଟି କାର୍ଯ୍ୟ

ଚର୍ମର ଇଲାସ୍ଟିସିଟି କୁ ରକ୍ଷା କରନ୍ତୁ 

List

ସମୟାନୁସାରେ ବୟସ ବଢିବା ସହିତ ଚର୍ମ ର ଇଲାସ୍ଟିସିଟି ମଧ୍ୟ ହ୍ରାସ ପାଇଥାଏ|

List

ଯାହା ଦ୍ୱାରା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ମୁହଁରେ ଦେଖାଯିବା ଆରମ୍ଭ କରେ |

List

ଏହି ସମୟରେ  କୋଲାଜେନ୍ ସ୍ତର ବଢାଇବା ଏବଂ ଚର୍ମକୁ ସତେଜ ରଖିବା ପାଇଁ ଆପଣ କିଛି ପ୍ରତିକାର କରିପାରିବେ | ସେଗୁଡିକ ହେଲା : -

1.

ଦିନକୁ ଅତି କମରେ 7 ଘଣ୍ଟା ଶୁଅନ୍ତୁ

List

ହେଲଦି ଏବଂ ଯୁବା ଚର୍ମ ପାଇଁ ଉତ୍ତମ ନିଦ୍ରା ଅତ୍ୟାବଶ୍ୟକ।

List

ପ୍ରତ୍ୟେକ ଦିନ ୭-୮ ଘଣ୍ଟା ପର୍ଯ୍ୟନ୍ତ ଶୁଅନ୍ତୁ 

List

ଶୋଇବା ଦ୍ୱାରା ଶରୀରର  କୋଲାଜେନ୍ ସ୍ତରରେ ବୃଦ୍ଧି ଘଟିଥାଏ 

2.

ପର୍ଯ୍ୟାପ୍ତ ମାତ୍ରାରେ ଜଳ ପାନ କରନ୍ତୁ 

List

ପର୍ଯ୍ୟାପ୍ତ ମାତ୍ରାରେ ଜଳ ପାନ କଲେ ଚର୍ମରେ ଜଳର ମାତ୍ରା ଠିକ ରୁହେ ଏବଂ କୋଲାଜେନ ବୃଦ୍ଧି ହେବାରେ ସାହାଯ୍ୟ ମିଳେ 

List

ଏଣୁ ଉତ୍ତମ ଚର୍ମ ପାଇଁ ଭରପୁର ମାତ୍ରା ରେ ଜଳ ପାନ କରନ୍ତୁ 

List

ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଙ୍କୁ ଦିନକୁ ଅତି କମ୍ ରେ ୩-୪ ଲିଟର ଜଳ ପାନ କରିବା ଉଚିତ 

3.

ଅତି ଖରାରୁ ନିଜ ଚର୍ମ କୁ ସୁରକ୍ଷା ପ୍ରଦାନ କରନ୍ତୁ 

List

ଖରାକୁ ଯିବା ଦ୍ୱାରା ଚର୍ମ ର କୋଲାଜେନ ନଷ୍ଟ ହୋଇଥାଏ ଫଳରେ ଚର୍ମ କଳା ପଡି଼ବା ସହିତ ଚର୍ମରେ କୁଞ୍ଚନ ସୃଷ୍ଟି ହୁଏ 

List

ସେଥି ପାଇଁ ଖରା କୁ ଯିବା ପୂର୍ବରୁ ଚର୍ମ କୁ ଘୋଡାଇବା ଆବଶ୍ୟକ ଏବଂ 

List

ସନ ସ୍କ୍ରିନ  ବ୍ୟବହାର କରିବା ଆବଶ୍ୟକ

4.

ଖାଦ୍ୟରେ ଭିଟାମିନ ସି ଅଧିକ ନିଅନ୍ତୁ 

List

ଚର୍ମରେ  କୋଲାଜେନ ମାତ୍ରା ବୃଦ୍ଧି କରିବା ପାଇଁ ଅଧିକ ମାତ୍ରାରେ ଭିଟାମିନ ସି ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ 

List

ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ  ଦ୍ୱାରା ଚର୍ମରେ ଚମକ ବଢିଥାଏ 

5.

ଚର୍ମର ଯତ୍ନ ନେବା ପାଇଁ ପ୍ରାକୃତିକ ଉତ୍ପାଦଗୁଡିକର ବ୍ୟବହାର କରନ୍ତୁ 

List

ଚର୍ମର ଉପଚାର ପାଇଁ ଟମାଟୋ, କାକୁଡି, ଆଲୋଏଭେରା ଭଳି ପ୍ରାକୃତିକ ଉତ୍ପାଦ ଗୁଡିକୁ ବ୍ୟବହାର କରନ୍ତୁ 

List

ଏହା ଦ୍ୱାରା କୋଲାଜେନ ସ୍ତର ବୃଦ୍ଧି ପାଏ ଏବଂ ଚରମ ରେ ଚମକ ବଜାୟ ରହେ 

6.

ଷ୍ଟ୍ରେସ ନିଅନ୍ତୁ ନାହିଁ 

List

ଅଧିକାଂଶ ଲୋକେ କାର୍ଯ ବ୍ୟସ୍ତତା ଯୋଗୁଁ ଚାପରେ (stressed) ରହିଥାନ୍ତି 

List

ଯଦ୍ୱାରା ଚର୍ମର କ୍ଷତି ଘଟି ଥାଏ | ଚର୍ମ ରେ ବାର୍ଦ୍ଧକ୍ୟ ର ଲକ୍ଷଣ ଦେଖା ଯାଏ  

List

ଏଣୁ ଚାପ କମ କରିବା ପାଇଁ ନିୟମିତ ମେଡ଼ିଟେସନ ବା ଧ୍ୟାନ କରନ୍ତୁ 

7.

ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ 

List

ଚର୍ମ ରେ କୋଲାଜେନ ମାତ୍ରା ବୃଦ୍ଧି କରିବା ପାଇଁ ଆମିନୋ ଏସିଡ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ 

List

ଏହା ଛଡା ଚିନି ର ମାତ୍ରା ଖାଦ୍ୟ ରେ କମ କରନ୍ତୁ